ଗଭୀର ଅବପାତର ରୂପ ନେଲା ଲଘୁଚାପ,ପୁରୀଠାରୁ ୧୧୮୦ କିଲୋମିଟର ଦୂରରେ : ପାଣିପାଗ ବିଭାଗ

ଭୁବନେଶ୍ବର : ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ନିକଟବର୍ତ୍ତୀ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଆଜି ସନ୍ଧ୍ୟାରେ ଗଭୀର ଅବପାତର ରୂପ ନେଇଛି। ଡିପ୍ରେସନ (ଅବପାତ) ମେ’ ୮ ତାରିଖ ସୁଦ୍ଧା ସକାଳୁ ଏକ ସାମୁଦ୍ରିକ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହା କୁହାଯାଇଛି। ବାତ୍ୟା ଏବେ ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପିଛା ୨୦କିମି ବେଗରେ ଅଗ୍ରସର ହେଉଛି। ଏହି ଡିପ୍ରେସନ ଆଜି ସନ୍ଧ୍ୟା … Continue reading ଗଭୀର ଅବପାତର ରୂପ ନେଲା ଲଘୁଚାପ,ପୁରୀଠାରୁ ୧୧୮୦ କିଲୋମିଟର ଦୂରରେ : ପାଣିପାଗ ବିଭାଗ